ଗୋଟିଏ ପ୍ରକାର ଅସୁସ୍ଥତା ପାଇଁ ହୃଦଘାତ ବା ହୃଦ ରୋଗ ହେଉଛି ଦୁଇଟି ନାମ
ଆପଣ ଜାଣନ୍ତି କି ଯଦି ଉପଯୁକ୍ତ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ହୃଦଘାତ ପୀଡ଼ିତ ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରେ ?
ଆପଣ କାର୍ଡିଓପୁଲମୋନାରି ରିସସିଟେସନ (ସିପିଆର) ବିଷୟରେ ଶୁଣିଛନ୍ତି କି?
ସିପିଆର କରିବାର କୌଶଳ/ ପ୍ରକ୍ରିୟା ବିଷୟକୁ ଆପଣ ଜାଣିଛନ୍ତି କି?
ଆପଣ କୌଣସି ସିପିଆର ତାଲିମ ନେଇଛନ୍ତି କି?
ଜଣେ ସାଧାରଣ ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ଦ୍ବାରା ସିପିଆର କରାଯାଇପାରିବ କି?
ଆପଣ ଜାଣନ୍ତି କି କୁ "କମ୍ପ୍ରେସନ ଓନଲି ଲାଇଫ୍ ସପୋର୍ଟ (ସିଓଏଲଏସ) ସିପିଆର" କରାଯାଇଥାଏ?
ବୟସ୍କଙ୍କ ଠାରେ, "ହାତରେ କେବଳ" ସିପିଆରରେ ସଂପୃକ୍ତ ରହିଛି ଛାତିର ପଞ୍ଜରା ହାଡ଼ର ତଳ ଭାଗକୁ 5-6 ସେମି ଗଭୀରତାର ମିନିଟ୍ ପିଛା 120 ହାରରେ ଚାପ ପ୍ରୟୋଗ କରିବା।
ଯେକେହି ସିପିଆର ଶିଖିପାରିବେ।ଯେକେହି ଜୀବନ ରକ୍ଷା କରିପାରିବେ।
ଯଦି ଆପଣ ସିପିଆର ଶିଖିବାକୁ ଆଗ୍ରହୀ ଅଛନ୍ତି, ତେବେ ଆଇଆରସିଙ୍କ ସହିତ ଯୋଗାଯୋଗ କରନ୍ତୁ ଓ ଆପଣଙ୍କୁ ନିକଟମ ତାଲିମ କେନ୍ଦ୍ର/ ଇନଷ୍ଟ୍ରକଟରଙ୍କ ନିକଟକୁ ପ୍ରେରଣ କରାଯିବ। (https://cprindia.in/) or Visit (https://imagicahealth.live/learncpr/) ସିପିଆର ବିଷୟରେ ଅଧିକ ଜାରିବା ପାଇଁ ପରିଦର୍ଶନ କରନ୍ତୁ